ଡାକ୍ତରଖାନାରୁ ନିଶା ଇଞ୍ଜେକ୍ସନ ଚୋରି ଘଟଣା, ଜଣେ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ନିଶା ଇଞ୍ଜେକ୍ସନ ଚୋରି ଘଟଣାରେ ବୁଧବାର ନୂଆପଡ଼ାର ଆକାଶ ପଟେଲ ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି ବୋଲି ଆଇଆଇସି ଦୁର୍ଗାମାଧବ ପ୍ରଧାନ କହିଛନ୍ତି। ଗତ ୧୮ ତାରିଖ ଦିନ ଡାକ୍ତରଖାନା ଷ୍ଟୋରରୁମ୍‌ରୁ ୫୦ଟି ଇଂଜେକ୍ସନ ଭର୍ତ୍ତି ଡବା ଯାହାର ମୂଲ୍ୟ ମାତ୍ର ୩୦୦ଟଙ୍କାକୁ ସମସ୍ତଙ୍କ ସମ୍ମୁଖରେ ଧରି ଅଭିଯୁକ୍ତ ଦୈାଡି ଦୈାଡ଼ି ପଳାଇବା ପରେ ଥାନାରେ ଏତଲା ଦିଆ ଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା।

ସମ୍ବନ୍ଧିତ ଖବର