ନୂଆପଡ଼ା: ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରକୁ ସେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଆଗାମୀ ବିଧାନିଭା ନିର୍ବାଚନରେ ଖରିଆର ଆସନରୁ ତାଙ୍କୁ ଟିକେଟ ମିଳି ନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେପି ଖରିଆର ଆସନ ପାଇଁ ହିତେଶ ବଗର୍ତ୍ତିଙ୍କ ସ୍ତ୍ରୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ ଦେଇଛି।
ନୂଆପଡା: ବିଜେପି ଛାଡ଼ିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ
/sambad/media/post_attachments/wp-content/uploads/2019/03/BJP-3.jpg)