ନୂଆପଡ଼ା: ପୁଲିସ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ ହୋଇଛି। ନୂଆପଡ଼ାରେ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଆଜି ୧୧ଟି ଲକ୍ଷ୍ମୀବସ୍ ଶୁଭାରମ୍ଭ କରିଛନ୍ତି। ଆଜିର ଏହି ଶୁଭାରମ୍ଭ ବେଳେ ରାଜ୍ୟ ସରକାରଙ୍କ ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସ ଏସ ଡି ଅଧକ୍ଷ ଭଗତ ସିଂ ମାଝୀ ଉପସ୍ଥିତ ରହିଛି।
ନୂଆପଡ଼ାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ
/sambad/media/post_attachments/wp-content/uploads/2024/02/da97e539-b5ba-4112-8461-2f0eb016b842.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)