ନୂଆପଡ଼ା: ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକବୁଧବାରନୂଆପଡ଼ାଜିଲ୍ଲାଗସ୍ତରେଯାଇ ବହୁ ପ୍ରତୀକ୍ଷିତ ଲୋୟରଇନ୍ଦ୍ରପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଅନେକବାଦବିବାଦଆଶାଆଶଙ୍କାମଧ୍ୟଦେଇଗତିକରିଥିବା୧୯୨୫କୋଟି୬୩ଲକ୍ଷଟଙ୍କାରଲୋୟରଇନ୍ଦ୍ରପ୍ରକଳ୍ପପାଇଁଜିଲ୍ଲାବାସୀ୨୦ବର୍ଷହେଲାଣିଅପେକ୍ଷାକରିଥିଲେ।

Advertisment

କୋଭିଡ୍କଟକଣାପରେପଶ୍ଚିମଓଡ଼ିଶାକୁଏହାମୁଖ୍ୟମନ୍ତ୍ରୀଙ୍କତୃତୀୟଗସ୍ତଗସ୍ତଅବସରରେମୁଖ୍ୟମନ୍ତ୍ରୀଜିଲ୍ଲାରେ୪ହଜାରକୋଟିରବିଭିନ୍ନପ୍ରକଳ୍ପରଉଦ୍ଘାଟନଶିଳାନ୍ୟାସକରିଛନ୍ତି

ପ୍ରଶାସନପକ୍ଷରୁମିଳିଥିବାସୂଚନାଅନୁଯାୟୀ, ମୁଖ୍ୟମନ୍ତ୍ରୀବୁଧବାରସକାଳସାଢ଼େ୯ଟାରେନବୀନନିବାସରୁବାହାରିବିଜୁପଟ୍ଟନାୟକଅନ୍ତର୍ଜାତୀୟବିମାନବନ୍ଦରରୁଉଡାଜାହାଜରେନୂଆପଡ଼ାଗୌତମାଏୟାରଷ୍ଟ୍ରିପ୍ରେପହଞ୍ଚିଥିଲେ।ସେଠାରୁହେଲିକପ୍ଟରଯୋଗେତିଖାଲିଲୋୟରଇନ୍ଦ୍ରଜଳପ୍ରକଳ୍ପସ୍ଥାନକୁପହଞ୍ଚିପ୍ରଥମେପ୍ରକଳ୍ପଉଦ୍ଘାଟନକରିଥିଲେ।୨୦୦୦ମସିହାମଇ୭ତାରିଖରେଏହିପ୍ରକଳ୍ପରଶିଳାନ୍ୟାସହୋଇଥିଲା।ଏହାପରେଖଡ଼ିଆଳରାଜାଏଟିହାଇସ୍କୁଲପଡ଼ିଆରେପହଞ୍ଚିସେଠାରେଏକସାଧାରଣସଭାରେଯୋଗ ଦେଇଛନ୍ତି ।

publive-image

ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ନବୀନ । ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମଧ୍ୟ ଉପସ୍ଥିତ ରହିଥିବା ସୂଚନା ରହିଛି।

ମୁଖ୍ୟମନ୍ତ୍ରୀଙ୍କଏହିକାର୍ଯ୍ୟକ୍ରମରେରାଜ୍ୟର୬ଜଣମନ୍ତ୍ରୀ୪୦ଜଣବିଧାୟକମଧ୍ୟଯୋଗ ଦେଇଛନ୍ତି ।କାର୍ଯ୍ୟକ୍ରମକୁସଫଳକରିବାପାଇଁଜିଲ୍ଲାପ୍ରଶାସନପକ୍ଷରୁବ୍ୟାପକବ୍ୟବସ୍ଥାକରାଯାଇଛି।୧୨ଟିସ୍ଥାନରେବଡ଼ପରଦାଲଗାଯାଇକାର୍ଯ୍ୟକ୍ରମରସିଧାପ୍ରସାରଣକରାଯାଇଛି।