ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ସିନାପାଲି: ବଜ୍ରକାପ୍ତା ଉଦ୍ଧାର, ୩ ଗିରଫ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳରୁ ପୁଣି ଏକ ବଜ୍ରକାପ୍ତାକୁ ବନବିଭାଗ ଉଦ୍ଧାର କରିଛି। ଏହାସହିତ ବନବିଭାଗ ବଜ୍ରକାପ୍ତା ଚାଲାଣ କରୁଥିବା ୩ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସିନାପାଲି ଥାନା ଅନ୍ତର୍ଗତ ମହୁଲପଡ଼ା ଗ୍ରାମର ପୂର୍ଣ୍ଣ ମାଝୀ ଓ ମାକରବିରଲି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା!

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ରାଣୀମୁଣ୍ଡା ପଞ୍ଚାୟତ କୋଟାମାଳର କମଳ ମାଝୀ (୨୫) ନାମକ ଜଣେ ଯୁବକ ପ୍ରେମ ସମ୍ପର୍କକୁ ନେଇ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି। ସୂଚନା ଥାଉକି କମଳ ସେହି ଥାନାଞ୍ଚଳର ଜଣେ ବିବାହିତ‌ା ମହିଳାଙ୍କୁ ନେଇ ଗତ ୧୪…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପରେ ବି ହିଂସା, ଯୁବକଙ୍କୁ ଗୁଳିମାଡ଼

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ପରିବର୍ତ୍ତୀ ହିଂସା ଘଟିଛି। ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ୨ରୁ ୪ ଜଣ ଯୁବକ ଘରୁ ଡାକି ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଗୁଳିମାଡ଼ରେ ଗୁରତର ଥିବା ରୂପେଶ ସାହୁ (୨୨ ବର୍ଷ) ରାୟପୁରରେ ଚିକିତ୍ସିତ ହେଉଛନ୍ତି। ନୂଆପଡ଼ା ଏସ୍‌ଡିପି ଓ…
ଅଧିକ ଖବର ଦେଖନ୍ତୁ...

ୱାର୍ଡମେମ୍ବର ନିର୍ବାଚନକୁ ନେଇ ରାଜନୈତିକ ହିଂସାକାଣ୍ଡ, ଯୁବକଙ୍କୁ ଗୁଳି ମାଡ

ନୂଆପଡା: ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଲିମଡିହି ଗାଁରେ ୱାର୍ଡମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି | ଏଥିରେ ରୁପେସ ସାହୁ ନାମକ ଜଣେ ଯୁବକ ଆହତ ହୋଇଛନ୍ତି | ସୂଚନା ମୁତାବକ ଚଳିତ ପଂଚାୟତ ନିର୍ବାଚନରେ ଲିମିଡିହି ଗାଁର ୱାର୍ଡ ମେମ୍ବର ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ ଜିଲ୍ଲା କ୍ୟାମ୍ପୋରି ଉଦ୍‌ଘାଟିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଜିତାମିତ୍ର ସରକାରୀ ଉଚ୍ଚବିଦ୍ୟାଳୟରେ ନବମ ରାଜ୍ୟ ଭାରତ ସ୍କାଉଟ୍‌ ଓ ଗାଇଡ ଜିଲ୍ଲା କ୍ୟାମ୍ପୋରି ଉଦ୍‌ଘାଟିତ ହୋଇଯାଇଛି। ଏହା ୩ ଦିନ ଧରି ଚାଲିବ। ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: ନୂଆପଡ଼ା

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ ୧. ନୂଆପଡ଼ା ସଦର - ୩୧, ତାରେଶ୍ବରୀ ସାହୁ, ନିର୍ଦ୍ବନ୍ଦ୍ବ, ବିଜେଡି ୨ ଖଡ଼ିଆଳ -୨୬, ପୁଷ୍ପାଞ୍ଜଳି ନନ୍ଦ, ୧୪, କଂଗ୍ରେସ ୩ ସିନାପାଲି -୨୭, ମାଧୁରୀ…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ଏନ୍‌ଏସି: ସମସ୍ୟା ସମାଧାନ ନହେଲେ ଭୋଟ୍‌ ବର୍ଜନ ଧମକ

ଖଡ଼ିଆଳ: ଖଡ଼ିଆଳ ଏନ୍‌ଏସି ୧୧ନଂ ୱାର୍ଡରେ ଅନେକ ମୌଳିକ ସମସ୍ୟା ରହିଛି। ଯଦି ଏହାର ସମାଧାନ ନହୁଏ ତେବେ ଆଗାମୀ ପୌର ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଵାର୍ଡ ଅନ୍ତର୍ଗତ ଛୁଟିଗୁଡ଼ି ପଡ଼ା ଓ ନାକାପଡ଼ାବାସୀ ଚେତାବନୀ ଦେଇଛନ୍ତି। ଏହି ପଡ଼ାରେ ୪୭ ପରିବାରର ୨୫୦ ରୁ ଅଧିକ ଜନସାଧରଣ ବାସ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଜଣ ଗିରଫ

ନୂଆପଡ଼ା: ଓଡ଼ିଶାରୁ ଛତିଶଗଡ଼କୁ ଗଞ୍ଜେଇ ଚୋରାଚାଲାଣ ବେଳେ ଖରିଆର ରୋଡ୍‌ ଜୋଙ୍କ୍‌ ପୁଲିସ ଗୌତମା ନିକଟରେ ଜବତ କରିଛି। ୨ଟି ବାଇକ୍‌ରେ ୪୩ କେଜି ଚାଲାଣ ହେଉଥିଲା। ଘଟଣାରେ ୩ ଜଣଙ୍କୁ ଗିରଫ କରି ତାଙ୍କଠାରୁ ୩ଟି ମୋବାଇଲ୍‌, ୨୦୫୦ ଟଙ୍କା ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ବ୍ଲକ୍‌ ଅଧ୍ୟକ୍ଷ ବାଛିବାକୁ ପରାଜିତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନୋଟିସ!

ସିନାପାଲି: ଆସନ୍ତା ୧୨ ତାରିଖ ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତିର ପ୍ରଥମ ବୈଠକ ତଥା ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ହେବ। ଏହି ବୈଠକରେ ଯୋଗଦେଇ ବ୍ଲକ୍‌ ଅଧ୍ୟକ୍ଷ ବାଛିବାକୁ ଜଣେ ପରାଜିତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ନିର୍ବାଚିତ ସଭ୍ୟ ଭାବେ ଚିଠି କରାଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

୩ କିଲୋମିଟର ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ନୂଆପଡ଼ା ଏକଲବ୍ୟ ମଡେ଼ଲ ଆବାସିକ ବିଦ୍ୟାଳୟର ଛାତ୍ର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଏନଏସି ଓ୍ବାଡ ନଂ ୧ ଗଡ଼ତୋଳର ଏକମାତ୍ର ବିଦ୍ୟାଳୟ ଏକଲବ୍ୟ ମଡେ଼ଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଥିଲାଗି  ଆଜି ସ୍କୁଲର ଛାତ୍ରମାନେ ଏକତ୍ର ହୋଇ ସ୍କୁଲରୁ ବାହାରି ପ୍ରାୟ ୩ କିଲୋମିଟର ଚାଲିଚାଲି ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ…
ଅଧିକ ଖବର ଦେଖନ୍ତୁ...