ଅନଲାଇନ ପାଠପଢ଼ା ସହ ଅନଲାଇନ ପରୀକ୍ଷା ଦାବିରେ ଆ‌ନ୍ଦୋଳନ କଲେ ଖଡ଼ିଆଳ ସ୍ଵଂୟଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ନୂଆପଡା: ଅନଲାଇନ ପାଠପଢ଼ା ସହ ଅନଲାଇନ ପରୀକ୍ଷା କରାଇବା ଦାବିରେ ଜିଲ୍ଲାର ଖଡ଼ିଆଳସ୍ଥିତ ସ୍ଵଂୟଶାସିତ ମହାବିଦ୍ୟାଳରେ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ଛାତ୍ରଛତ୍ରୀମାନେ କୋଭିଡ୍‌ ନିୟମାବଳୀ ପାଳନ କରି ଅନଲାଇନରେ ପାଠପଢା ସହ ଅନଲାଇନରେ ପରୀକ୍ଷା କରିବା ଦାବିରେ ମହାବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର