ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘର ମୃତ୍ୟୁ ହୋଇଛି। ଗ୍ରାମବାସୀମାନେ ଆଜି ସକାଳୁ ଦେଖିଥିବା ବେଳେ ବନ ବିଭାଗକୁ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଖଡ଼ିଆଳ ବନ ବିଭାଗ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ଶବକୁ ପୋତିବା ବ୍ୟବସ୍ଥା କରାଯିବା ନେଇ ବନ ଅଧିକାରୀ ପ୍ରକାଶ କରିଛନ୍ତି।
ଅଜଣା ଗାଡ଼ି ଧକ୍କାରେ ହେଟା ବାଘର ମୃତ୍ୟୁ
/sambad/media/post_attachments/wp-content/uploads/2023/09/leopard.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)