ଭଦ୍ରକ: ଦୀପାବଳି ପାଇଁ ଘରେ ଲିଚୁ ଲଗାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପଦ୍ମପୁର ଗ୍ରାମର ପ୍ରକାଶ ଚନ୍ଦ୍ର ଓଝା ଆଜି ସନ୍ଧ୍ୟାରେ ଦୀପାବଳି ପାଇଁ ଲିଚୁ ଲାଇଟ୍ ଲଗାଉଥିଲେ। ବିଦ୍ୟୁତ୍ ତା’ର ଝଟକା ଦେବାରୁ ପ୍ରକାଶ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଘଟିଛି।
ଦୀପାବଳି ପାଇଁ ଘରେ ଲିଚୁ ଲାଇଟ୍ ଲଗାଉଥିଲେ ଯୁବକ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ
/sambad/media/post_attachments/wp-content/uploads/2019/10/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)