ବିଶ୍ରା: ରାଉରକେଲା-ରାଞ୍ଚି ରେଳଲାଇନ୍ର ନୂଆଗାଁ ଷ୍ଟେସନରେ ଶନିବାର ସକାଳେ ରେଳଲାଇନ୍ ପାରି ହେଉଥିବାବେଳେ ଏକ ମାଲଗାଡ଼ି ଧକ୍କାରେ ଶିବା ଟପ୍ପୋ(୩୦)ଙ୍କର ମୃତ୍ୟୁ ହୋଇଛି। ମୃତ ଶିବା ଟପ୍ପୋ ବିଶ୍ରା ଥାନା ଅନ୍ତର୍ଗତ ପତ୍ରାପାଲି ଗ୍ରାମର ନିବାସୀ। ଖବର ପାଇ ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ଟ୍ରେନ୍ ଧକ୍କାରେ ଯୁବକ ମୃତ
/sambad/media/post_attachments/wp-content/uploads/2020/12/dead_body_of_youth_found_on_national_highway_in_lakhimpur_kheri_1584257493-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)