ଅନୁଗୁଳ: ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ସହର ଉପକଣ୍ଠର ହୁଲୁରିସିଂହା ନିକଟରେ ଏକ ବସ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଜଣକ ହେଉଛନ୍ତି ଏସ କେ ପୃଷ୍ଟି ଓ ତାଙ୍କ ଘର ଯାଜପୁର। ଆହତଦ୍ୱୟ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନୁଗୁଳ: ବସ-ଅଟୋ ଧକ୍କା, ୧ ମୃତ, ୨ ଆହତ
![ଅନୁଗୁଳ: ବସ-ଅଟୋ ଧକ୍କା, ୧ ମୃତ, ୨ ଆହତ](https://img-cdn.thepublive.com/fit-in/1280x720/filters:format(webp)/sambad/media/post_attachments/wp-content/uploads/2017/09/Accident_Sambad-Graphic.jpg)