ବାଘୁଆ ନଦୀରେ ବୁଡ଼ି ଜଣେ ମୃତ

ବ୍ରହ୍ମପୁର: ବାଘୁଆ ନଦୀରେ ବୁଡ଼ି ବୁଧବାର ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଥୋଇଆକଣା ଗାଁର ବୋଲି ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର