ଝାରସୁଗୁଡ଼ା: ନିର୍ମାଣାଧୀନ ସ୍କୁଲ ଛାତ ଭୁଶୁଡି ଶନିବାର ଜଣେ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଜିଲ୍ଲାର ଲଖନପୁର ବ୍ଲକର ଧୁଲୁଣ୍ଡା ଗାଁରେ ଆଜି ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଛନ୍ତି ରେମତା ଗାଁର ଶ୍ରମିକ ରତନ ଦେହୁରୀ। ଆହତ ହେବା ପରେ ରତନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଝାରସୁଗୁଡ଼ା: ନିର୍ମାଣାଧୀନ ସ୍କୁଲ ଛାତ ଭୁଶୁଡ଼ି ଜଣେ ଶ୍ରମିକ ଗୁରୁତର
/sambad/media/post_attachments/wp-content/uploads/2019/06/JSG-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)