ଭବାନୀପାଟଣା: ଗତକାଲି ରାତିରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜାମକୋଣା ଠାରେ ଥିବା ଠିକାଦାର ରାଜେଶ ଠାକୁରଙ୍କ କ୍ୟାମ୍ପରେ ପଶି ଗୋଟିଏ ଜେସିବି ଓ ୪ଟି ଟ୍ରାକ୍ଟରରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତିି। ୧୫ରୁ ଊର୍ଧ୍ୱ ମାଓବାଦୀ କ୍ୟାମ୍ପରେ ପଶି କର୍ମଚାରୀମାନଙ୍କୁ ମାଡ଼ ମାରି ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିିଛି। ରାସ୍ତାକାମକୁୁ ବିରୋଧ କରି ମାଓବାଦୀ ମାନେ ଏହି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛିି।
ଭବାନୀପାଟଣା: ୧ ଜେସିବି, ୪ ଟ୍ରାକ୍ଟରରେ ନିଆଁ ଲଗାଇଦେଲେ ମାଓବାଦୀ
/sambad/media/post_attachments/wp-content/uploads/2018/01/KALAHANDI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)