ଅନୁଗୁଳ: ଯୁବକଙ୍କୁ ତଣ୍ଟିକାଟି ହତ୍ୟା

ଅନୁଗୁଳ: ପାଲଲହଡା ଥାନା ରାଧାସାହିରେ ମଙ୍ଗଳବାର ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ଯୁବକଙ୍କୁ କେଉଁ କାରଣରୁ ଏଭଳି ଜଘନ୍ୟ ଭାବେ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ସୂଚନା ପାଇ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର