ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମୈଦା ଛକରେ ରହୁଥିବା ଶୁଶାନ୍ତ କୁମାର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ଅନ୍ୟାନ୍ୟ ଆସବାବପତ୍ର ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ଘରର ଗ୍ରୀଲ କାଟି ଏହି ଚୋରି କରିଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଯାଜପୁର: ଘର ଗ୍ରିଲ କାଟି ଲକ୍ଷାଧିକ ଟଙ୍କାରୁ ସୁନା ଅଳଙ୍କାର ଚୋରି
/sambad/media/post_attachments/wp-content/uploads/2017/09/jajpur-binjharpur-re-chori.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)