ଦୁଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କନ୍‌ଷ୍ଟେବଳ ଅଟକ

ରାଉରକେଲା: ଦୁଇ ଜଣ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଓଏସ୍‌ଏପି କନ୍‌ଷ୍ଟେବଳକୁ ଅଟକ ରଖିଛି। କନ୍‌ଷ୍ଟେବଳଙ୍କ ଦ୍ୱାରା ଅସଦାଚରଣ ଶିକାର ହେବା ପରେ ଉଭୟ ଛାତ୍ରୀ ପ୍ଲାଣ୍ଟସାଇଟ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣା ସହିତ ସଂପୃକ୍ତ କନ୍‌ଷ୍ଟେବଳଙ୍କୁ ଅଟକ ରଖି ପଚାରାଉଚରା କରୁଛି।

ସମ୍ବନ୍ଧିତ ଖବର