ଓଏସ୍‌ଆରଟିସିିର ଏସି କୋଚ୍‌ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ଗୁରୁତର, ୬ ଯାତ୍ରୀ ଆହତ

ସମ୍ବଲପୁର: ବୁର୍ଲା ଥାନା ବାବୁବନ୍ଧ ନିକଟରେ ଝାରସୁଗୁଡ଼ାରୁ ଜୟପୁର ଯାଉଥିବା ଓଏସ୍‌ଆରଟିସିିର ଏସି କୋଚ୍‌(ଓଡି ୦୨ ଏକ୍ୟୁ ୪୮୦୭) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୬ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ବୁର୍ଲା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର