କେସିଙ୍ଗା: ଟ୍ରେନ ଯୋଗେ ଅମ୍ଲଜାନ ପରିବହନ ବେଳେ କଂଟେନରରୁ ଅମ୍ଲଜାନ ନିର୍ଗତ । କେସିଙ୍ଗା ରେଳଷ୍ଟେସନ ନିକଟରେ କଂଟେନରରୁ ଅମ୍ଲଜାନ ନିର୍ଗତ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି ଏହି ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ୨୦ରୁ ଅଧିକ କଂଟେନରରେ ଅମ୍ଲଜାନ ଝାରୁସୁଗୁଡାଠାରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ କେସିଙ୍ଗା ଷ୍ଟେସନ ନିକଟରେ ଲିକ ବିଷୟ ଜଣାପଡିଥିଲା । ଝାରୁସୁଗୁଡାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଳବାଇ ପକ୍ଷରୁ କୁହାଯାଇଛି ।
ଅମ୍ଳଜାନ ପରିବହନ ବେଳେ କେସିଙ୍ଗା ରେଳଷ୍ଟେସନରେ ଗ୍ୟାସ ଲିକ
/sambad/media/post_attachments/wp-content/uploads/2021/06/Oxygen-Leak_Thumbnail.jpg)