କପିଳାସ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ

ଗଁଦିଆ: କପିଳାସ ଅଭୟାରଣ୍ୟରୁ ଆଜି ଜଣେ ଶିକାରୀକୁ ସ୍ଥାନୀୟ ବନ କର୍ମଚାରୀମାନେ ଗିରଫ କରିଛନ୍ତି । ଗଁଦିଆ ଥାନା ପଧାନିଟାଙ୍ଗର ଗ୍ରାମର ମଙ୍ଗଟା ଗାଗରେଇ (୩୧) ଆଜିି କପିଳାସ ଅଭୟାରଣ୍ୟର କମ୍ପାଟ୍‌ମେଂଟ ୨୭କୁ ବନ୍ୟଜନ୍ତୁ ଶିକାର ପାଇଁ ଯାଇଥିଲେ । କପିଳାସ ବନ କର୍ମଚାରୀମାନେ ସେଠାରେ ତାଙ୍କୁ କାବୁ କରିବା ସହ ତା’ଙ୍କ ଠାରୁ ୪୦ ବଣ୍ଡଲ ତାର ଏବଂ ଗୋଟିଏ ଦେଶୀ ବନ୍ଦୁକ ଜବତ କରାଯାଇଛି । ଅଭିଯୁକ୍ତ ଶିକାରୀକୁ ଗିରଫ କରାଯାଇଛି ବୋଲି ଏସିଏଫ୍ ରଶ୍ମି ରଞ୍ଜନ ସ୍ୱାଇଁ ପ୍ରକାଶ କରିଛନ୍ତି

ସମ୍ବନ୍ଧିତ ଖବର