ନୂଆପଡ଼ା: ଜୁଆ ଆଡ୍‌ଡ଼ା ଉପରେ ଚଢ଼ାଉ, ୨.୧୦ ଲକ୍ଷ ଟଙ୍କା, ୧୪ ବାଇକ ଜବତ

 

ନୂଆପଡ଼ା: ଗତକାଲି ସନ୍ଧ୍ୟାରେ ନୂଆପଡ଼ା ଏସ୍‌ପି ସ୍ମିତ ପି ପରମାରଙ୍କ ନେତୃତ୍ୱରେ ପୁଲିସ ଟିମ୍‌୍‌ ଜୁନାନୀ ଜଙ୍ଗଲ ନିକଟରେ ଚାଲିଥିିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି  ୧୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୧୪ଟି ବାଇକ୍‌, ୧୪ଟି ମୋବାଇଲ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର