କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରୋତ୍ପଳା ଗଗୁଆ ବାଲିଘାଟରୁ ବାଲି ଉଠାଇବାକୁ ନେଇ ପୁଲିସ- ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିି ହୋଇଛି। ମହିଳାମାନେ ବାଲିଘାଟରେ ବସି ରହିଥିବା ବେଳେ ସେଠାରେ ଉତ୍ତେଜନା ଲାଗି ରହି ଥିବାରୁ ୩ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି।
କେନ୍ଦ୍ରାପଡ଼ା: ବାଲିଘାଟକୁ ନେଇ ଗ୍ରାମବାସୀ- ପୁଲିସ ମୁହାଁମୁହିଁ
/sambad/media/post_attachments/wp-content/uploads/2018/02/kendrapara-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)