କେନ୍ଦ୍ରାପଡ଼ା: ବାଲିଘାଟକୁ ନେଇ ଗ୍ରାମବାସୀ- ପୁଲିସ ମୁହାଁମୁହିଁ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରୋତ୍ପଳା ଗଗୁଆ ବାଲିଘାଟରୁ ବାଲି ଉଠାଇବାକୁ ନେଇ ପୁଲିସ- ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିି ହୋଇଛି। ମହିଳାମାନେ ବାଲିଘାଟରେ ବସି ରହିଥିବା ବେଳେ ସେଠାରେ ଉତ୍ତେଜନା ଲାଗି ରହି ଥିବାରୁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.