ଯାଜପୁର : ମାଁସଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠିର ସମର୍ଥକ ମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ପଞ୍ଚାୟତର ଗୌଡସାହି ଗ୍ରାମର ପ୍ରମୋଦ କୁମାର ମିଶ୍ର ଓ ଦୀପକ ମିଶ୍ରଙ୍କୁ ଗତକାଲି ବିଳମ୍ଵିତ ରାତିରେ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ବିଂଝାରପୁରରେ ରାଜନୈତିକ ହିଂସା
/sambad/media/post_attachments/wp-content/uploads/2018/02/violence_orig.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)