ରାଜ୍ୟ ସମାଜସେବୀଙ୍କ ମହାସମ୍ମିଳନୀ ଅନୁଷ୍ଠିତ

ରାଜ୍ୟ ସମାଜସେବୀଙ୍କ ମହାସମ୍ମିଳନୀ ଅନୁଷ୍ଠିତ

Sambad

ପୁରୀ: ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସମାଜସେବୀ ମହାସଂଘର ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଆଗାମୀ ଦିନ ମାନଙ୍କରେ ରାଜ୍ୟର କୋଣ ଅନୁକୋଣରେ ସମାଜସେବୀ ମାନଙ୍କ ମଧ୍ୟରେ ଭାଇଚାରା ବଳବତର ରହିବା ସହିତ ଏକକ ସୂତ୍ରରେ ବନ୍ଧାହୋଇ ସମାଜ କଲ୍ୟାଣ କ୍ଷେତ୍ରରେ ଆଉ ଦୁଇପାଦ ଆଗେଇ ପାରିବେ ନେଇ ଆଲୋଚନା ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ, ଭୂବନେଶ୍ବର ଜୟଦେବ ବିଧାୟକ ଅରବିନ୍ଦ ଢାଲି, ମୁଖ୍ୟବକ୍ତା ଡଃ. ବିକାଶ ଦାସ, ମଧୂସୁଦନ ଦାସ, ସମ୍ମାନୀୟ ଅତିଥି ଅମିୟବାଳା ପରିଡା, ଶିବ ସ୍ବାଇଁ, ରାଜଲକ୍ଷ୍ମୀ ମହାପାତ୍ର, ମହାସଂଘ ଆବାହକ ଶ୍ରୀପତୀ ଆଚାର୍ଯ୍ୟ, ସଭାପତି ନରୋତ୍ତମ ଦାସ, ସମ୍ପାଦକ ନାରାୟଣ ସାହୁ, ସହ ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ କୋଷାଧ୍ୟକ୍ଷ ମାନସ ଥାଟୋଇ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe