କେନ୍ଦୁଝର: ଏମ ଆର ଦାସ-ଅର୍ଜୁନ ଲୋଧା ଖଣି କମ୍ପାନି ସମ୍ପତ୍ତି ବ୍ୟାଜପ୍ତି ପାଇଁ ନିର୍ଦେଶ

କେନ୍ଦୁଝର: ଏମ୍‌ ଆର ଦାସ ଓ ଲୋଧା ଖଣି କମ୍ପାନିର ସମ୍ପତ୍ତି ବ୍ୟାଜପ୍ତି ପାଇଁ ଶନିବାର ନିର୍ଦ୍ଦେଶ ହୋଇଛି। ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିବା ସାର୍ଟିଫିକେଟ ମାମଲାର ଶୁଣାଣି ବେଳେ ଉଭୟ କମ୍ପାନିର ସଂପତ୍ତି ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଓ୍ଵାରେଣ୍ଟ ଜାରି କରିଛନ୍ତି। ଫଳରେ ଏମ୍‌ ଆର ଦାସ ଓ ଲୋଧା ଖଣି କମ୍ପାନିର ସମ୍ପତ୍ତି ଜବତ ହେବ। ପୂର୍ବରୁ ୬ ଜଣ ଖଣି ମାଲିକଙ୍କ ସମ୍ପତ୍ତି ଜବତ ପାଇଁ ନିର୍ଦେଶ ଥିଲା

ସମ୍ବନ୍ଧିତ ଖବର