ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ଆଲୁମିନିୟମ ସ୍ମେଲ୍ଟର ପ୍ରକଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି ତଥା ତାପଜ ବିଦ୍ୟୁତ ପ୍ରକଳ୍ପର ଆଧୁନିକୀକରଣ ସକାଶେ ପରିବେଶଗତ ମଞ୍ଜୁରୀ ପାଇଁ ବୁଧବାର ହେବାକୁ ଥିବା ଜନ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ ସ୍ଥଗିତ ହୋଇଛି। ଆଜି ଓଡ଼ିଶା ହାଇକୋର୍ଟ ରିଟ୍ ଆବେଦନ ୨୪୭୮୯/୨୦୨୦ ଉପରେ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ କରି ଏକ ଅନ୍ତରୀଣ ଆଦେଶନାମା ଜାରି କରିବା ସହ ପରବର୍ତ୍ତୀଆଦେଶ ନ ହେବା ଯାଏଁ ଜନ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ ସ୍ଥଗିତ ରଖିବାକୁ ରାୟ ପ୍ରକାଶ ପାଇଛି। ଆଲୁମିନିୟମ ସ୍ମେଲ୍ଟରର ବାଷିର୍କ ଉତ୍ପାଦନ କ୍ଷମତା ୧.୬ ନିୟୁତ ଟନରୁ ୧.୮ ନିୟୁତ ଟନକୁ ବୃଦ୍ଧି ସକାଶେ ପରିବେଶଗତ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ କରାଯିବାକୁ ଗତ ଅଗଷ୍ଟ ୨୭ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରକଳ୍ପ ନିକଟରେ ଥିବା ଦଲ୍କି ପଂଚାୟତର କୁରେବଗାସ୍ଥିତ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ପୂର୍ବାହ୍ନ ୧୧ଟାରେ ଏହି ଜନ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ କାର୍ଯ୍ୟକ୍ରମ ଥିଲା। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏହା ଉପରେ ରୋକ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥିତିରେ ଜନ ଶୁଣାଣି ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ କରା ନଯିବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା।
ହାଇକୋର୍ଟ ହସ୍ତକ୍ଷେପ ପରେ ଜନ ଶୁଣାଣି ସ୍ଥଗିତ
/sambad/media/post_attachments/wp-content/uploads/2018/01/judge-court-generic-istock_650x400_81473483517.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)