ବ୍ରହ୍ମଗିରି : ଚିଲିକାର କହୁଣିଆ ଓ ଶାଗଖିଆ ଚିଙ୍ଗୁଡ଼ି ଘେରି ମାଲିକାନାକୁ ନେଇ ସଂଘର୍ଷ ଘଟଣାରେ ପୁଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଲୁଲୁ ସେନା ଓ କୃଷ୍ଣପ୍ରସାଦ ବିଜେପି ପକ୍ଷରୁ କୃଷ୍ଣପ୍ରସାଦ ଥାନା ଘେରାଉ ହୋଇଥିଲା। ଘେରାଉବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ଭଙ୍ଗାରୁଜା କରିବା ସହିତ କେହି ମାଜିଷ୍ଟ୍ରେଟ୍ଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲା। ଏହି ଭଙ୍ଗାରୁଜା ଓ ଗାଡ଼ି ପୋଡ଼ି ଅଭିଯୋଗରେ ପୁଲିସ୍ ଗତକାଲି ରାତିରେ ୧୫ଜଣଙ୍କୁ ଗିରଫ କରିଛି। କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଥିବା ବିଭିନ୍ନ ଗାଁରେ ଗତ ରାତିଠାରୁ ଚଢାଉ ଜାରି ରହିିଛି।
କୃଷ୍ଣପ୍ରସାଦ ଥାନାରେ ଭଙ୍ଗାରୁଜା ଘଟଣାରେ ୧୫ ଗିରଫ
/sambad/media/post_attachments/wp-content/uploads/2018/01/BRAMHAGIRI-pathar-mada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)