ପୁରୀ: ଗତ ୧୦ ତାରିଖରେ ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କୁ ଆକ୍ରମଣ କରି ତାଙ୍କଠାରୁ ଭ୍ୟାନିଟି ବ୍ୟାଗ ଲୁଟିନେବା ଅଭିଯୋଗରେ ପୁରୀ ଜିଆରପି ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।
ସେମାନଙ୍କଠାରୁ ୧୦ଟି ମୋବାଇଲ, ସୁନା ଚେନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Join and get latest news updates delivered to you via WhatsApp