ପୁରୀ: ପୁରୀ ପୁଲିସ ୭ ଅପରାଧୀଙ୍କୁ ଗିରଫ କରିବା ସହ ୪ଟି ବନ୍ଧୁକ ଜବତ କରିଛି। ବନ୍ଧୁକ ଡିଲ୍ ବେଳେ ପୁଲିସ ଧରିଥିବା ନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ଗିରଫ ଅପରାଧୀମାନେ ହେଲେ ରତିକାନ୍ତ ପରିଡ଼ା, ବିକ୍ରମ ପଣ୍ଡା, ଅଶୋକ ସାହୁ, ରୁଦ୍ର ପ୍ରସାଦ ରାଉତ, ହରିଶ୍ଚନ୍ଦ୍ର ପୃଷ୍ଟି, ଲୋକନାଥ ଦାସ ଓ ରଂଜିତ ମହାନ୍ତି। ସେମାନଙ୍କଠାରୁ ବିଭିନ୍ନ ଥାନା ଅଞ୍ଚଳରୁ ଭିନ୍ନ ଭିନ୍ନ ସାମଗ୍ରୀ ଓ ନଗଦ ଟଙ୍କା ଜବତ ହୋଇଛି।
ପୁରୀ: ୭ ଅପରାଧୀ ଗିରଫ, ୪ଟି ବନ୍ଧୁକ ଜବତ
/sambad/media/post_attachments/wp-content/uploads/2022/05/images-8.jpg)