ଚିଲିକାରେ ଓଲଟିଲା ଅଟୋ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ୭ଯାତ୍ରୀ

ଚିଲିକାରେ ଓଲଟିଲା ଅଟୋ, ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ୭ଯାତ୍ରୀ

ବ୍ରହ୍ମଗିରି: କୃଷ୍ଣପ୍ରସାଦରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ବାଲିଯାତ୍ରା ତଥା ପଣାଯାତ୍ରା ଦେଖିବା ପାଇଁ ଖଟିସାହି ଗ୍ରାମରୁ ୭ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବ୍ୟାଟେରିଚାଳିତ ଅଟୋ ଭାରସାମ୍ୟ ହରାଇ କୁରୁପାଳ ଚିଲିକାରେ ଓଲଟିପଡ଼ିଥିଲା। ଗତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।

ସଙ୍ଗେ ସଙ୍ଗେ କୁରୁପାଳ ଗ୍ରାମର କିଛି ଲୋକେ ପାଣିକୁ ଡେଇଁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାରୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ଏହାଫଳରେ ଅଟୋରେ ଥିବା ୭ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe