ପୁରୀ: ଚାଲିଛି ବିଶ୍ୱ ନିୟନ୍ତାଙ୍କ ଅଣସର ସେବା। ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତାପତି ସେବକ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି। ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ୱର ପୀଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ।
ଚାଲିଛି ବିଶ୍ୱନିୟନ୍ତାଙ୍କ ଅଣସର ସେବା, ଜ୍ୱର ପୀଡ଼ାରୁ ଉପଶମ ପାଉଛନ୍ତି ମହାପ୍ରଭୁ
/sambad/media/post_attachments/wp-content/uploads/2024/02/temple-puri.jpg)