କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିରହିଥିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସକାଳ ସାଢ଼େ ୭ଟା ସମୟରେ ଜହ୍ନିକୁଦା ଘାଟପେଣ୍ଠରୁ ୧୦ଟି ବାଇକ୍ ସମେତ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମଏଁସା ନିକଟ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଡଙ୍ଗାଟି ଅଧାରେ ଅଟକି ରହିଛି। ସ୍ଥାନୀୟ ଲୋକଙ୍କ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଡଙ୍ଗାଟି କୂଳକୁ ଆସିଥିବା ଜଣାଯାଇଛି।
ମଝି ଚିଲିକାରେ ଫସିରହିଲା ଯାତ୍ରୀବାହୀ ଡଙ୍ଗା, ସୁରକ୍ଷିତ ଭାବେ ଯାତ୍ରୀ ଉଦ୍ଧାର
/sambad/media/post_attachments/wp-content/uploads/2022/07/chilika-boat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)