ପୁରୀରେ ପୁଣି ବୋମାମାଡ଼

ପୁରୀ : ପୁଣି ପୁରୀରେ ବୋମାମାଡ଼। ଆଜି ପୁରୀର ଗୁଣ୍ଡିଚା ମନ୍ଦିର ପାଖରେ ହୋଇଛି ବୋମାମାଡ଼। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ଗୋଟିଏ ଦୋକାନ ଉପରକୁ କରିଛନ୍ତି ବୋମାମାଡ଼। ବୋମାମାଡ଼ରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର