ପୁରୀ: ଗୋଟିଏ ରାତିରେ ସିରିଜ ଡକାୟତି ହୋଇଥିବାର ଖବର ମିଳିଛି। ଗୋପ ଥାନା ଅଧୀନ ନାହିଟି ଓ ବିରତୁଙ୍ଗ ଗ୍ରାମର ୫ ପରିବାରରେ ଡକାୟତି ହୋଇଛି। ଗ୍ୟାଙ୍ଗରେ ୨୦ରୁ ଉର୍ଦ୍ଧ୍ୱ ଡକାୟତ ଥିବା ଜଣାଯାଇଛି। ସେମାନେ ମାରଣାସ୍ତ୍ର ଧରି କୋଟିଏରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାଯାଇଛି। ଏନେଇ ୫ ପରିବାର ଗୋପ ଥାନାରେ ଏତଲା ଦେଇଛନ୍ତି।

Advertisment