ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଆଇଆରବି ହାବିଲଦାରଙ୍କ ମୃତ୍ୟୁ

ଭୁବନେଶ୍ୱର : ପୁରୀରେ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଜଣେ ଆଇଆରବି ହାବିଲଦାରଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ମୃତ ହାବିଳଦାରଙ୍କ ନାମ ପତିତପାବନ ଦାସ । ରଥଯାତ୍ରା ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର