ପୁରୀ: ଚଳିତ ବର୍ଷ ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ପାଳନ ହେବ ନୌସେନା ଦିବସ। ଏଥିପାଇଁ ପୁରୀରେ ନୌସେନାର ମକଡ୍ରିଲ୍ କରାଯାଉଛି।
ଏଣେ ପୁରୀ ବେଳାଭୂମିରେ ସମୀକ୍ଷା କରୁଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ। ପୁରୀ ବ୍ଲୁ ଫ୍ଲାଗ ଉପକୂଳରେ ଲାଗିଛି ୬ଟି ବଡ଼ ଜାହଜ ଲାଗିଥିବା ସୂଚନା ରହିଛି।
ପୁରୀରେ ନୌସେନାର ମକଡ୍ରିଲ୍
/sambad/media/post_attachments/wp-content/uploads/2022/09/sea-beach.jpg)