ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଜିଲ୍ଲା ପରିଷଦ ଆତ୍ମହତ୍ୟା ଘଟଣା: ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା

ଗୋପ/ଭୁବନେଶ୍ବର: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ସାଇଣ୍ଟିଫିକ୍ ଟିମ୍‌କୁ ହଜି ଯାଇଥିବା ଧର୍ମେନ୍ଦ୍ରଙ୍କ ମୋବାଇଲ୍‌ ଫୋନ୍‌ ମିଳିଛି। ସାଇଣ୍ଟିଫିକ୍ ଟିମ୍‌ର ମୁଖ୍ୟ ସୁଶ୍ରୀ ସୋବିୟାନା ଏହି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା: ଘଟଣାସ୍ଥଳରୁ ମିଳିଲା ବିଡ଼ାଏ ଟଙ୍କା

ଗୋପ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ସ୍ଥଳରୁ ବିଡାଏ ପାଞ୍ଚ ଶହ ଟଙ୍କା ମିଳିଥିବା ଜଣାଯାଇଛି। ଏହି ଅର୍ଥର ପରିମାଣ ୩୬ ହଜାର ଟଭ୍କା ବୋଲି ଜଣାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳେ ଧଉଳି ଥାନା…
ଅଧିକ ଖବର ଦେଖନ୍ତୁ...

ପୁରୀ ଗସ୍ତରେ ୫-ଟି ସଚିବ, ଶ୍ରୀମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା

ପୁରୀ: ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ପୁରୀ ଗସ୍ତରେ ଆସିଥିଲେ। ତାଙ୍କ ପତ୍ନୀ ତଥା ମିସନ ଶକ୍ତିର କମିସନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବେଢ଼ା ପରିକ୍ରମା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଜୀବନ ହାରିଲେ ଜିଲ୍ଲା ପରିଷଦ ସଦସ୍ୟ: ପୁଲିସର ତଦନ୍ତ ଆରମ୍ଭ

ଗୋପ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁ ଆଜି ସକାଳେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ସେ ବିଜେଡିର ନେତା ଥିଲେ। ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି। ଏଣେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ରଥ ଚକ: ମାଗଣାରେ ଦେବେ କହି ଭଣ୍ଡେଇଲେ

ପୁରୀ : ଶ୍ରୀଜିଉଙ୍କ ରଥ ଚକ ଓ ଅନ୍ୟାନ୍ୟ ଅଂଶକୁ ମାଗଣାରେ ଭକ୍ତଙ୍କୁ ଦିଆଯିବ। ଇଚ୍ଛୁକ ଭକ୍ତ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରି ଏହା ପାଇପାରିବେ। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସବ୍‌କମିଟି ବି ଗଠନ ହେଲା।…
ଅଧିକ ଖବର ଦେଖନ୍ତୁ...

ସିଫା: ଉପରେ ଚକ୍‌ଚକ୍‌, ଭିତରେ ଫମ୍ପା

ଭୁବନେଶ୍ବର/ପିପିଲି: କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଓ ଅନୁସନ୍ଧାନ ସଂସ୍ଥା(ସିଫା) ଉପରେ ଚକଚକ୍ ଭିତରେ ଫମ୍ପା ବୋଲି ଚର୍ଚ୍ଚା ହେଲାଣି। କେନ୍ଦ୍ର ସରକାର ଯାଆଁଳ ଉତ୍ପାଦନ, ପ୍ରଶିକ୍ଷଣ ଓ ଗବେଷଣା ନିମନ୍ତେ ସିଫାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ଏହାର ଉପଯୋଗ ନେଇ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ସଂସଦ ବନ୍ଦକୁ ନେଇ ପ୍ରତିକ୍ରିୟା: ‘କ୍ୟାମ୍ପସ୍‌ କମିଟି ନୁହେଁ, ଛାତ୍ର ପରିଷଦ ଗଠନ ହୋଇ ନିର୍ବାଚନ ହେଉ’

ପୁରୀ : ଛାତ୍ର ଜୀବନରୁ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାର ସୁଯୋଗ ଦିଏ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ। କଲେଜ ପରିସରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଛାତ୍ର ନେତା ଉତ୍ତରଦାୟୀ ରୁହନ୍ତି। ଏହା ଛାତ୍ରଛାତ୍ରୀଙ୍କୁ ଦାୟିତ୍ବବୋଧ ବାବଦରେ ସଚେତନ କରାଏ।…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପରାମର୍ଶଦାତା କମିଟି ବୈଠକ: ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତାକାଲି(ଶନିବାର) ପୁରୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ଦଶମ ପରାମର୍ଶଦାତା କମିଟି’ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦକ୍ଷତା ବିକାଶ ଏବଂ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ମାସରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ

ପୁରୀ : ଆସନ୍ତା କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡ଼ୁଛି। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବ। ଏଣୁ ଏହିଦିନ ବିଳମ୍ବିତ ନୀତିକାନ୍ତି ପାଇଁ ଭକ୍ତଙ୍କ ଦର୍ଶନ ବି ବିଳମ୍ବିତ ହେବ। ଆଜି ଛତିଶାନିଯୋଗ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ସୁଧୁରୁନି ଭସାପୋଲ ସେବା: ଗୋଟିଏ ଚାଲିଲେ ଗୋଟିଏ ବନ୍ଦ

ବ୍ରହ୍ମଗିରି : ଚିଲିକାରେ ଏବେ ଗୋଟିଏ ଭସାପୋଲ ଯାତ୍ରୀ ପରିବହନ କରୁଛି। ଆଉ ଗୋଟିଏ ଭସାପୋଲ ଖରାପ ହୋଇ ପଡ଼ିଛି। ଫଳରେ ଯାତ୍ରୀ ପରିବହନରେ ସମସ୍ୟା ଯେତିକି ଦେଖା ଦେଇଛି ତା’ଠାରୁ ଅଧିକ ସମସ୍ୟା ହେଉଛି ଘରୋଇ ଡଙ୍ଗାରେ ବିପଦସଙ୍କୁଳ ଯାତ୍ରୀ ପରିବହନ। ତେବେ ଗୋଟିଏ ଭସାପୋଲ ବନ୍ଦ ରହିବା…
ଅଧିକ ଖବର ଦେଖନ୍ତୁ...