ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବେବିନା ଗଣଦୁଷ୍କର୍ମ ଘଟଣାକୁ ୧୦ବର୍ଷ; ଭୟରେ ରିପୋର୍ଟକୁ ଚାପିଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ବର: ପିପିଲି ଥାନା ଅଧୀନ ଅଜ୍ଜୁର୍ନଗୋଦା ଗାଁର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ଘଟଣାକୁ ଆଜି ୧୦ବର୍ଷ ପୂରିଛି। ୨୦୧୧ ମସିହା ନଭେମ୍ବର ୨୯ତାରିଖରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା। ହେଲେ ଏହି ବହୁଚର୍ଚ୍ଚିତ ଘଟଣାରେ ଅପରାଧୀମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଆଜି ମହାପ୍ରଭୁଙ୍କ ପଇତାଲାଗି, ଅପରାହ୍ଣ ୪ଟାରୁ ବନ୍ଦ ରହିବ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ନୂଆ ପଇତା ପରିଧାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ଏହି ନୀତିକାନ୍ତି ଆରମ୍ଭ ହେବ। ଏହି ଉପଲକ୍ଷେ ସୋମବାର…
ଅଧିକ ଖବର ଦେଖନ୍ତୁ...

କେଉଁଠୁ ଆସିଲା ରତ୍ନଭଣ୍ଡାର ଚାବି? ଶେଷଥର ୧୯୮୫ରେ ଖୋଲିଥିଲା ରତ୍ନଭଣ୍ଡାର

ପୁରୀ : କେଉଁଠି ଆସିଲା ରତ୍ନଭଣ୍ଡାର ଚାବି? ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚା ଓ ବିବାଦ ଭିତରେ ଏବେ ବି ଏହିଭଳି ଏକ ପ୍ରଶ୍ନ ସଭିଙ୍କ ମନରେ ରହିଆସିଛି। ଯାହାର ଉତ୍ତର କାହା ପାଖରେ ନାହିଁ କିମ୍ବା ଏ ସମ୍ପର୍କରେ କେହି ମୁହଁ ଖୋଲିବାକୁ ଚାହୁଁନାହାନ୍ତି। ରତ୍ନଭଣ୍ଡାର ଚାବି ହଜିବା ଓ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ସେବା ପ୍ରମୁଖ ଲକ୍ଷ୍ୟ ହେଉ: ମୁଖ୍ୟ ବିଚାରପତି

ପୁରୀ: ବିଚାରପତି ହୁଅନ୍ତୁ କି ଆଇନଜୀବୀ, ଜନସାଧାରଣଙ୍କ ପାଖରେ ସମସ୍ତେ ଉତ୍ତରଦାୟୀ। ଯଦି କୌଣସି ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଆଇନଜୀବୀ କି ବିଚାରପତି କିଛି ଆଇନଗତ ସହାୟତା ଦେଇପାରିବେନି, ତେବେ ଲୋକଙ୍କ ବିଶ୍ବାସ ଆମ ଉପରୁ ତୁଟିଯିବ। ଆମ ଆଇନ ବ୍ୟବସ୍ଥା ମୂଲ୍ୟହୀନ ହୋଇପଡ଼ିବ। ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ରତ୍ନଭଣ୍ଡାରରେ ଥିଲା ୭୪୭ ପ୍ରକାରର ଅଳଙ୍କାର; ୧୨,୮୩୮ ଭରି ସୁନା, ୨୨,୧୫୩ ଭରି ରୁପା

ପୁରୀ : ମହାପ୍ରଭୁ କେବଳ ‌ଅଗଣିତ ଭକ୍ତଙ୍କ ହୃଦୟର ମାଲିକ ନୁହଁନ୍ତି, ମହଣ ମହଣ ରତ୍ନ ଅଳଙ୍କାର ବି ସେ ଅଧିପତି। ଯେଉଁଥିପାଇଁ ଆଜି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ରତ୍ନଭଣ୍ଡାର ରହିଛି। ବିଶ୍ବରେ ଅନ୍ୟ କୌଣସି ଦେବାଦେବୀ ମନ୍ଦିରରେ ବୋଧହୁଏ, ଏଭଳି ରତ୍ନଭଣ୍ଡାର ନଥିବ,…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏର ମିଳିତ ସହଯୋଗରେ ଚିଲିକାରେ ହେଲା ବେଆଇନ ଘେରି ଉଚ୍ଛେଦ

ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଓ ମାନସିଂହପୁର ପଞ୍ଚାୟତ ଅଧୀନ ବିଭିନ୍ନ ଅଞ୍ଚଳରେ ରହିଥିବା ବେଆଇନ୍ ଘେରିକୁ ଆଜି ଉଚ୍ଛେଦ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସିଡିଏର ମିଳିତ ସହଯୋଗରେ ଏହି ଘେରି ଉଚ୍ଛେଦ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିଵା ପାଇଁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥ ଧାମ ରେଳ ଷ୍ଟେସନ ନାମକରଣ ନେଇ ମନ୍ତ୍ରୀଙ୍କ ଚିଠି

ପୁରୀ : ପୁରୀ ରେଳ ଷ୍ଟେସନର ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ଷ୍ଟେସନକୁ ପରିବର୍ତ୍ତନ କରିବା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବି ପତ୍ରର ଉତ୍ତର ରଖିଛନ୍ତି ମନ୍ତ୍ରୀଦ୍ବୟ। ଷ୍ଟେସନ ନାଁ’ରେ ଶ୍ରୀଜଗନ୍ନାଥ ଧାମ ଯୋଡ଼ିବା ଏବଂ ଅନ୍ୟ ଦାବି ପ୍ରସଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ନୀଳାଦ୍ରି ଭକ୍ତ ନିବାସରେ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିକୃତି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ଏହାର ମିନିଏଚର ମଡେଲ୍‌(ପ୍ରକଳ୍ପର ଛୋଟ ଆକାର ଅବିକଳ ପ୍ରତିକୃତି)ର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ରହିଥିଲା। କେଉଁଠାରେ କେଉଁ କାମ ହେବ,…
ଅଧିକ ଖବର ଦେଖନ୍ତୁ...

୧୫ଶହ ଭାଷାରେ ଉପଲବ୍ଧ ହେବ ଭଗବତ ଗୀତା

ପୁରୀ : ଭଗବତ ଗୀତାକୁ ବିଶ୍ବ‌ର କୋଣ ଅନୁକୋଣରେ ପହଞ୍ଚାଯିବ। ଡିଜିଟାଲ୍‌ ଯୁଗରେ ବୈଷୟିକ କୌଶଳର ଉପଯୋଗ କରାଯାଇ ଏହାକୁ ସମଗ୍ର ବିଶ୍ବବାସୀଙ୍କୁ ପଢ଼ିବାର ସୁଯୋଗ ଦିଆଯିବ। ଏଭଳି ଏକ ମହତ୍‌ ପରିକଳ୍ପନା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା ତେଇଶିପୁରରେ ଜନ୍ମିତ ତଥା ଆମେରିକାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

୧୮ ମାସରେ ସରିବ କାମ, ଖର୍ଚ୍ଚ ହେବ ୩୩୧ କୋଟି ସମ୍ବର୍ଦ୍ଧିତ ହେଲେ ୧୦୮ ଜମିଦାତା, ୧୮ ମଠ ମହନ୍ତ ପୁରୀ : ଶ୍ରୀମନ୍ଦିର ଇତିହାସରେ ବୁଧବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବୁଧବାର ଦିନ ଭିତ୍ତିପ୍ରସ୍ତର ପଡ଼ିଛି। ଗଜପତି ମହାରାଜା…
ଅଧିକ ଖବର ଦେଖନ୍ତୁ...