ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ବାହାର ଜିଲ୍ଲା ଲୋକଙ୍କୁ ଶବଦାହ ଅନୁମତି

ପୁରୀ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବାହାର ଜିଲ୍ଲା ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ କ୍ଷେତ୍ରରେ ଲାଗିଥିବା କଟକଣାକୁ ପୁରୀ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ଏଥର ଜିଲ୍ଲା ଓ ଜିଲ୍ଲା ବାହାରର ଲୋକେ ସେମାନଙ୍କ ଆତ୍ମୀୟସ୍ବଜନଙ୍କ ମୃତଦେହ ପୁରୀ ସ୍ବର୍ଗଦ୍ବାରରେ ଦାହ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନିକ ପ୍ରସ୍ତୁତି: ସିଂହଦ୍ବାରରେ ଲାଗିଲା ସେଡ୍‌, ଯାଞ୍ଚ କିଓସ୍କ

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି। ପ୍ରଥମ ଦଫାରେ ସେବାୟତ ଓ ସେମାନଙ୍କ ପରିବାରକୁ ଦର୍ଶନ ସୁଯୋଗ ଦିଆଯାଇଛି। ଦୁଇଦିନ ସେବାୟତ ଓ ‌ସେମାନଙ୍କ ପରିବାର ସଦସ୍ୟଙ୍କ ଦର୍ଶନ ପରେ ଅଗଷ୍ଟ ୧୬ରୁ ପୁରୀ ସହରବାସୀ ଓ ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।…
ଅଧିକ ଖବର ଦେଖନ୍ତୁ...

ଗଠିତ ହେଲା ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି, ୩ ପୁରୁଣା, ୭ ନୂଆ ମୁହଁ

ପୁରୀ : ଗୁରୁବାର ରାଜ୍ୟ ସରକାରଙ୍କ ଆଇନ ବିଭାଗ ଶ୍ରୀମନ୍ଦିର ପରିଚାଳନା କମିଟିର ୧୦ଜଣିଆ ମନୋନୟନ ତାଲିକା ପ୍ରକାଶ କରିଛି। ନୂଆ କମିଟିରେ ୩ଜଣ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରହିଥିବାବେଳେ ବାକି ୭ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଫଳରେ ନୂଆ କମିଟିକୁ ନେଇ ୫ ମାସ ଧରି ‌ଯେଉଁ ଘାଣ୍ଟଚକଟା…
ଅଧିକ ଖବର ଦେଖନ୍ତୁ...

ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ୧୦ ଜଣ ପ୍ରତିନିଧି ସାମିଲ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ଶ୍ରୀମନ୍ଦିରର ନୂଆ ପରିଚାଳନ କମିଟି ପାଇଁ ରାଜ୍ୟ ସରକାର ୧୦ ଜଣଙ୍କ ନାମକୁ ମନୋନୀତ କରିଛନ୍ତି। ରାଜ୍ୟ ସରକାର ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ। ମାଧବ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜି ସକାଳ ୫ଟା ୫୦ ମିନିଟ ସମୟରେ ଶ୍ରୀମନ୍ଦିରର ପହଡ଼ ଖୋଲିଥିଲା। ଏହାପରେ ଯଥା ସମୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସେବାୟତଙ୍କ ପରିବାରବର୍ଗ ଶ୍ରୀଜୀଉଙ୍କର ଦର୍ଶନ କରିଛନ୍ତି। ସେବାୟତଙ୍କ ପରିବାର ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ମହାପ୍ରଭୁଙ୍କ ଦର୍ଶନ

ଭକ୍ତଙ୍କ ପାଇଁ ୧୨ ଘଣ୍ଟା ଖୋଲାରହିବ ମନ୍ଦିର ଜନ୍ମାଷ୍ଟମୀ, ଗଣେଶ ପୂଜାରେ ବନ୍ଦ ରହିବ ମନ୍ଦିର ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ତଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବବର୍ଷର କୋଭିଡ୍‌ କଟକଣାର ପୁନରାବୃତ୍ତି କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ର‌ଥମେ ସେବାୟତ ପରିବାର, ପରେ…
ଅଧିକ ଖବର ଦେଖନ୍ତୁ...

ବନ୍ଧାହେଲେ କୋଟିପତି କିରାଣି

ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ପୁରୀ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣି କୃଷ୍ଣଚନ୍ଦ୍ର ଜେନା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଦେଢ଼ କୋଟିର ଆୟବର୍ହିଭୂତ ସମ୍ପତ୍ତି ଆକଳନ ପରେ ଆଜି ଭୁବନେଶ୍ବର ଭିଜିଲାନ୍ସ କୃଷ୍ଣଚନ୍ଦ୍ରଙ୍କୁ ଗିରଫ ‌କରି…
ଅଧିକ ଖବର ଦେଖନ୍ତୁ...

ପୁଅକୁ ମରଣ ମୁହଁରୁ ବଞ୍ଚାଇବା ପାଇଁ କାନିପାତି ଭିକ ମାଗୁଛି ମାଆ

ପୁରୀ: ଭେଣ୍ଡିଆ ପୁଅକୁ ମରଣ ମୁହଁରୁ ବଞ୍ଚାଇବା ପାଇଁ କାନିପାତି ଭିକ ମାଗୁଛି ମାଆ । ପୁଅର ଆୟୁଷକୁ ବଢେଇ ଦେବାକୁ ଏ ଦୁଆରରୁ ସେ ଦୁଆର ହେଉଛି ମାଆ । ଯେଉଁ ବୟସରେ ପୁଅ ବୁଢା ବାପା-ମାଆର ସାହାର ହେବା କଥା, ସେହି ବୟସରେ ପୁଅ ପାଇଁ ପରର ହାତ ଟେକାକୁ ଚାହିଁ ରହିଛନ୍ତି ବାପା ଓ ମାଆ ।…
ଅଧିକ ଖବର ଦେଖନ୍ତୁ...

କାଳିଆ ପାଖକୁ ନେଇପାରିବେ ନାହିଁ ଭୋଗ, ଫୁଲ ଏବଂ ଦୀପ, ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ଜରୁରୀ

ପୁରୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ହେଲେ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଟାଗୋରଙ୍କ ସାଧନାପୀଠ ଏବେ ଭୂତକୋଠି

ପୁରୀ : ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନାପୀଠ ଏବେ ଭୂତକୋଠି। ଦିନେ ଯେଉଁଠି ଟାଗୋରଙ୍କ କଲମରୁ କାଳଜୟୀ କବିତାର ପଂକ୍ତି ଉତୁରି ଆସୁଥିଲା, ଆଜି ସେଠି ସରୀସୃପଙ୍କ ମେଳା। ଯେଉଁ ଘର ସାମ୍ନାରେ ଚାଲିଗଲେ ସାରସ୍ବତ ପ୍ରେମୀଙ୍କ ହାତ ଯୋଡ଼ି ହୋଇଯାଉଥିଲା, ଆଜି ସେ ସ୍ଥାନ ଦେଖି ଭୟ ଓ…
ଅଧିକ ଖବର ଦେଖନ୍ତୁ...