ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ଲକ୍ଷ୍ମୀ

ପୁରୀ : ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ସମ୍ପନ୍ନ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ଧରି ରତ୍ନବେଦି ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ପୁରୀରେ ବୋମାମାଡ଼: ମହିଳା, ସ୍ବାମୀ ଗୁରୁତର

ପୁରୀ : ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପୁରୀ ସଦର ଥାନା ଅନ୍ତର୍ଗତ ଅଠରନଳା ନିକଟରେ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖଣ୍ଡିଆବନ୍ଦର ନୃସିଂହ ବାରିକଙ୍କ ଝିଅକୁ ସେହି ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ବେଳାଭୂମିରେ ଅଘଟଣ: ପାଣିରେ ଭାସୁଥିବା ମୃତ ଯୁବକ ଉଦ୍ଧାର

ଅସ୍ତରଙ୍ଗ: ଅସ୍ତରଙ୍ଗ ବେଳାଭୂମିରେ ଆଜି ଶୁକ୍ରବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଗୁଣ୍ଡଳବା ଗାଁର ଦୁର୍ଗାପ୍ରସାଦ ସ୍ୱାଇଁ(୧୮) ନାମକ ଜଣେ ଯୁବକର ମୃତଦେହ ସମୁଦ୍ରକୂଳରେ ଭାସୁଥିବା ଲୋକେ ଖବର ପାଇଥିଲେ। ଏକଥା ଜାଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହେବା ସମେତ ଯୁବକଟି…
ଅଧିକ ଖବର ଦେଖନ୍ତୁ...

ତାଳଧ୍ବଜ, ଦେବଦଳନ ରଥ ଚକରେ ଫାଟ

ବୈଷୟିକ କମିଟି ଯାଞ୍ଚ ପରେ ମରାମତି ଚକରେ ଲାଗିଲା ଲୁହାର କ୍ଲାମ୍ପ ପୁରୀ : ଦିନକ ପରେ ତିନି ରଥର ଦକ୍ଷିଣମୋଡ଼ ହେବ। ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ମହାପ୍ରଭୁ। ଏହାପୂର୍ବରୁ ଆଜି ତିନି ରଥ ଯାଞ୍ଚ ହୋଇଛି। ରାଜ୍ୟ ସରକାରଙ୍କ ବୈଷୟିକ କମିଟି ଆଜି ତିନି ରଥର ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

କର୍ଫ୍ୟୁ କଟକଣାକୁ ଅମାନ୍ୟ: ଅକ୍ଷୟପାତ୍ର ଫାଉଣ୍ଡେସନ, ସାଗର ଇନ୍‌ ଲଜ୍‌ ସିଲ୍‌

ପୁରୀ : ରଥଯାତ୍ରା ସମୟରେ ଲୋକମାନଙ୍କୁ ରଖି ରଥ ଦର୍ଶନ କରାଇବାରେ ସହାୟକ ହୋଇଥିବା ଦୁଇଟି ଅନୁଷ୍ଠାନକୁ ଆଜି ପ୍ରଶାସନ ସିଲ୍‌ କରିଛି। ଏହି ତାଲିକାରେ ବଗଲା ଧର୍ମଶାଳା ନିକଟରେ ଥିବା ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ଏବଂ ବଡ଼ଶଙ୍ଖ ଛକ ନିକଟରେ ଥିବା ସାଗର ଇନ୍‌ ଲଜ୍‌କୁ ସିଲ୍‌ କରିଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ମହାଲକ୍ଷ୍ମୀ, ବିମଳା ମନ୍ଦିରର ଲେଜର ସ୍କାନିଂ

ଜଗମୋହନ ଉପର ଫଟା ପଥରରେ ଲାଗିଲା ସ‌ପୋର୍ଟିଂ ଭୋଗମଣ୍ଡପ ଚଟାଣରୁ ବଦଳିଲା ପଥର ପୁରୀ : ତିନି ଦିନ ହେଲା ଶ୍ରୀମନ୍ଦିର ମରାମତି କାମ ଜାରି ରଖିଛି ପ୍ରତ୍ନତତ୍ତ୍ବ ବିଭାଗ। ଦିନକ ତଳେ ନାଟମଣ୍ଡପ, ଭୋଗମଣ୍ଡପର ଭିତର ପାର୍ଶ୍ବ ଲେଜର୍‌ ସ୍କାନିଂ କରାଯାଇଥିଲା। ଆଜି ମହାଲକ୍ଷ୍ମୀ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଅଣଓଡ଼ିଆଙ୍କ ରଥଯାତ୍ରା ଦର୍ଶନ ଘଟଣା: ପୁରୀରୁ ପଳାଇଲେ ୟୁଟ୍ୟୁବର୍‌ ଗୋପାଳ, ଅତୁଲ

ପୁରୀ : ପ୍ରଥମେ ଦେବସ୍ନାନ ପୂର୍ଣ୍ଣିମା ଓ ପରେ ରଥଯାତ୍ରା ଦର୍ଶନ କରି ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିବା ଦୁଇ ଅଣଓଡ଼ିଆ ୟୁଟ୍ୟୁବର୍‌ ଏବେ ପୁରୀରୁ ଚାଲିଯାଇଥିବା ଜଣାପଡ଼ିଛି। ଦୁଇ ଜଣ ଅଣଓଡ଼ିଆ ପୁରୀକୁ ଆସିବା ସହିତ ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ଜଣାଶୁଣା ଅନୁଷ୍ଠାନର ବାଲକୋନିରେ ରହି…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ, ମିଳିଲା ଆଡ଼ପ ଅବଢ଼ା 

ପୁରୀ : ବର୍ଷତମାମ୍‍ ରତ୍ନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ବୁଧବାରଠାରୁ ଜନ୍ମବେଦିରେ ଦର୍ଶନ ଦେଇଛନ୍ତି। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ଭକ୍ତମାନେ ଏହି ଦୁଲ୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ବିନା ଭକ୍ତରେ ଆଡ଼ପମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସେପଟେ ରଥଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ନୀତିକାନ୍ତିରେ ବିଳମ୍ବ : ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ : ଗତକାଲି ଆଡ଼ପମଣ୍ଡପ ବିଜେ ପରେ ନୀତିକାନ୍ତିରେ ବି‌ଳମ୍ବରୁ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନ ହୋଇ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ସଅଳ ପହଣ୍ଡି ଶେଷ…
ଅଧିକ ଖବର ଦେଖନ୍ତୁ...

ବଳିପଡ଼ିଲା ଆଡ଼ପ ଅବଢ଼ା, ପ୍ରଶାସନ ବାଣ୍ଟିଲା

ପୁରୀ : ପ୍ରତିବର୍ଷ ଆଡ଼ପ ଅବଢ଼ା ନେବାପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ରହିଥାଏ। ଚଳିତବର୍ଷ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଆଡ଼ପ ଅବଢ଼ା ନେବାପାଇଁ ୩୦୦୦ ଶ୍ରଦ୍ଧାଳୁ ଟୋକନ୍‌ ନେଇଥିଲେ ବି କମ୍‌ ସଂଖ୍ୟକ ଶ୍ରଦ୍ଧାଳୁ ଅବଢ଼ା ନେଇଥିଲେ। ଫଳରେ, ବଳି ପଡ଼ିଥିବା ଅବଢ଼ାକୁ ପ୍ରଶାସନ ବାଣ୍ଟି ଦେଇଥିବା…
ଅଧିକ ଖବର ଦେଖନ୍ତୁ...