ଶ୍ରୀକ୍ଷେତ୍ରରେ ଘର କିଣିବା ସ୍ୱପ୍ନକୁ ସାକାର କରିବ ସାପ୍ ରିଅଲ ଇଷ୍ଟେଟ: ବ୍ୟାଙ୍କରୁ କରିବାକୁ ପଡିବନି ଋଣ, ଗ୍ରାହକଙ୍କ ପାଇଁ କମ୍ପାନି ଆଣିଛି ସ୍ୱତନ୍ତ୍ର ଅଫର

ପୁରୀ:  ଶ୍ରୀଜଗନ୍ନାଥଧାମ ପୁରୀରେ ନିଜର ଏକ ବାସସ୍ଥାନ ପାଇଁ ସ୍ବପ୍ନ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ଖବର ଆଣିଛି ସାପ୍ ରିଅଲ ଇଷ୍ଟେଟ। ଏହି ପ୍ରତିଷ୍ଠିତ ରିଅଲ ଇଷ୍ଟେଟ କମ୍ପାନୀ ପୁରୀ ସହରରେ ଆପଣଙ୍କ ନୂଆ ଠିକଣାର ବ୍ୟବସ୍ଥା କରିଛି, ପ୍ରସ୍ତୁତ ହେଉଛି ଏକ ୧୦୦ ଏକର ବିଶିଷ୍ଟ ନୂଆ ଟାଉନସିପ୍ । ଯେଉଁଥିରେ ରହିବ ୭୦୦ଟି ସିମ୍ପ୍ଲେକ୍ସ ଓ ୩୫୦ଟି ଡୁପ୍ଲେକ୍ସ ଘର । ତେଣୁ ଯଦି ଶ୍ରୀକ୍ଷେତ୍ରରେ ରହିବାକୁ ଚାହୁଁଥାନ୍ତି ତେବେ ମନପସନ୍ଦର ପ୍ଲଟ୍ ମଧ୍ୟ କିଣିପାରିବେ ।

ମେରାଇନ ଡ୍ରାଇଭ–ମାଳତୀପାଟପୁର ଏନଏଚ୍–୩୧୬ ଲିଙ୍କ ରୋଡ ନିକଟରେ ରହିଛି ଅତ୍ୟାଧୁନିକ ଡିଜାଇନ୍ ଓ ସୁବିଧା ସହିତ ପ୍ରସ୍ତୁତ ହେଉଥିବା “ଜଗନ୍ନାଥ ଧାମ ସାପ୍ ଡ୍ରିମ୍ ଆଭିନିୟୁ” । ଏବେ ସାପ୍ ରିଅଲ ଇଷ୍ଟେଟ ଗ୍ରାହକମାନଙ୍କ ପାଇଁ ଏକ ବିଶେଷ ଅଫର୍ ଘୋଷଣା କରିଛନ୍ତି । ଯଦି ଏବେ ଆପଣ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ଜମି ରେଜିଷ୍ଟ୍ରେସନ ଫି ନ ଦେବାକୁ ପଡିପାରେ। ସାପରୁ ଘର କିଣିଲେ ବ୍ୟାଙ୍କରୁ ଋଣ କରିବାର ଆବଶ୍ୟକତା ପଡ଼ିବନି। କମ୍ପାନି ତରଫରୁ ବିନା ସୁଧରେ ଋଣ ମଧ୍ୟ ଉପଲବ୍ଧ କରାଯାଉଛି। ଅନ୍ୟାନ୍ୟ ସୁବିଧା ଏବଂ ବୁକିଂ ବିଷୟରେ ଜାଣିବା ପାଇଁ ଆପଣ ୮୦୯୩୨ ୦୯୫୬୩ କିମ୍ବା ୮୦୯୩୨ ୦୯୫୬୪ ନମ୍ବରରେ ଯୋଗାଯୋଗ କରିପାରିବେ । ଇଚ୍ଛୁକ ଥିବା ଗ୍ରାହକ www.saprealestate.in କୁ ଭିଜିଟ୍ କରି ମଧ୍ୟ ଅଧିକ ତଥ୍ୟ ପାଇପାରିବେ ।

ସମ୍ବନ୍ଧିତ ଖବର