ପୁରୀ: ଆଜି ଶ୍ରୀମନ୍ଦିର ନିକଟରୁ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏକାମ୍ର କ୍ଷେତ୍ରର ଶେଷ ହେବ।
ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସୁରକ୍ଷା ଲକ୍ଷ୍ୟ ନେଇ ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ଏହି ବିରାଟ ପଦଯାତ୍ରା ଆରମ୍ଭ ହୋଇଛି। ପୁରୀ ସହର ତଥା ଓଡ଼ିଶାର ସଚେତନ ନାଗରିକ, ସାମାଜିକ କର୍ମୀ, ଛାତ୍ର ଓ ଯୁବ ପ୍ରତିନିଧି ଏବଂ ସାମ୍ବାଦିକମାନେ ଏହି ପଦଯାତ୍ରାରେ ସାମିଲ୍ ହୋଇଥିବା ଜଣାଯାଇଛି। ୧୪ ତାରିଖ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/74f18f46-2a06-4ab2-8907-754ad792de74.jpeg)