ପୁରୀ Latest ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ 23 Apr 2024 14:00 IST Sambad Digital Follow Us times of india ପୁରୀ: ସମୁଦ୍ରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀରେ।ଡାଇମଣ୍ଡ ହୋଟେଲ ସମ୍ମୁଖ ସମୁଦ୍ରରେ ଭାସୁଥିଲା ଉକ୍ତ ଯୁବକଙ୍କ ମୃତଦେହ। ତେବେ ଏଯାଏ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।