ପୁରୀ ରେଳଷ୍ଟେସନରେ ନବନିର୍ମିତ ଛାତ ଭୁଶୁଡ଼ିଲା, ୩ ଶ୍ରମିକ ଆହତ

ପୁରୀ ରେଳଷ୍ଟେସନରେ ନବନିର୍ମିତ ଛାତ ଭୁଶୁଡ଼ିଲା, ୩ ଶ୍ରମିକ ଆହତ

ପୁରୀ: ପୁରୀ ରେଳଷ୍ଟେସନରେ ନବନିର୍ମିତ ଛାତ ଭୁଶୁଡ଼ିବା ଫଳରେ କାମ କରୁଥିବା ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ନୂଆ ଛାତ ପଡ଼ୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀ। ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ମାଣ କାମ କରାଯାଉଛି। ଆଜି କିଛି ଅଂଶରେ ଛାତ ପଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe