ସୋନପୁର: ଭେଜାଲ କଫ ସିରପ୍ ବିକ୍ରି ଅଭିଯୋଗରେ ସୋନପୁର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୋନପୁର ବଡ଼ବଜାରj କୁନା ସାହଙ୍କଠାରୁ ୨୦ଟି ଖାଲି କଫ୍ ସିରପ୍ ଏବଂ ୩୦ଟି ଖାଲି ନିଶା ଟେଏବଲେଟ ଷ୍ଟ୍ରିଫ ତଥା ଭେଜାଲ ନିଶାଦ୍ରବ୍ୟ ସାମଗ୍ରୀ ଜବତ କରିବା ସହିତ କୁନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ପ୍ରହଲ୍ଲାଦ ବାରିକ କରୁଛନ୍ତି।
ଭେଜାଲ କଫ ସିରପ୍ ବିକ୍ରି ଅଭିଯୋଗରେ ଜଣେ ଗିରଫ
/sambad/media/post_attachments/wp-content/uploads/2017/09/cough-syrup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)