ଶଙ୍କରପୁର: କେନ୍ଦୁଝର ଜିଲ୍ଲା ସଦର ଥାନାର ବଭିନ୍ନ ସାପ୍ତାହିକ ହାଟ ଗୁଡିକରେ ବେଧଡକ ଗଞ୍ଜା ଲଢେଇ ସହ ଜୁଆ ଖେଳ ବେଧଡକ ଚାଲିଥିବାର ଏକ ବିସ୍ତୃତ ଖବର ଡିସେମ୍ବର ୧୦ ତାରିଖ ସମ୍ବାଦରେ ପ୍ରକାଶ ପାଇଥିଲା। ଏନେଇ ସଦର ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗଠନ କରାଯାଇ ଗତକାଲି ନେଲୁଙ୍ଗ ପଂଚାୟତର ଯଡିଖୁଣ୍ଟି ଓ ବାଉରିପଦା ପଂଚାୟତର ବଡପସି ଗ୍ରାମରେ ଚାଲିଥିବା ଗଞ୍ଜାଲଢ଼େଇ ଉପରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି କାତିକାର, ଜୁଆଡ଼ି ଓ ଗଞ୍ଜା ଲଢେଇ କରିବାକୁ ଯାଇଥିବା ଲୋକେ ଛତ୍ରଭଙ୍ଗ ଦେଇଥିଲେ। ପୁୁଲିସ ଗଞ୍ଜା ଲଢେଇ ହଉଥିବା ବାଡ଼କୁ ପୋଡ଼ି ଦେଇଥିଲେ।
କୁକୁଡ଼ା ପଡ଼ା ପୋଡ଼ିଲା ପୁଲିସ, ଜୁଆ ଆଡ଼ା ଉପରେ ଚଢ଼ଉ
/sambad/media/post_attachments/wp-content/uploads/2020/12/4819cc5e-38d3-4ae1-a24a-9b8021c6f474.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)