କେନ୍ଦ୍ରାପଡ଼ା: ମହିଳା ଓ ଶିଶୁ ଅଧିକାର ନେଇ ସଚେତନତା ଶୋଭାଯାତ୍ରା

କେନ୍ଦ୍ରାପଡ଼ା: ଆଜି ଆର୍ନ୍ତଜାତିକ ମହିଳା ଦିବସ ଅବସରରେ ମହିଲା ଓ ଶିଶୁଙ୍କ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛିି।  ଜିଲ୍ଲା ଆଇନ ସେବା  ପ୍ରାଧିିକରଣ  ଦ୍ୱାରା ଆୟୋଜିତ ଏହି ସଚେତନତା ଶୋଭାଯାତ୍ରାରେ ମହିଳା ଓ ଶିଶୁମାନେ ସାମିଲ ହୋଇ   କନ୍ୟାଭ୍ରୁଣ ହତ୍ୟା ବନ୍ଦ, ମହିଳାଙ୍କ ସମ୍ମାନ ଆଦି ପ୍ଲାକାର୍ଡ ଧରି  ମହିଳା ଓ ଶିଶୁମାନଙ୍କ ଅଧିକାର ନେଇ ଜନସଚେତନତା ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର