ରାୟଗଡ଼ା: ମହୁ ମାଛି ଆକ୍ରମଣରେ ୧ ମୃତ, ୩ ଗୁରୁତର

0

ରାୟଗଡ଼ା: ରାୟଗଡ଼ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାୟଗଡ଼ାର କୋଲନରାରେ ମହୁ ମାଛି ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ଘଟିଛି। ଅଞ୍ଚଳର ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ  ଭେଜା ଗ୍ରାମରେ ଏହି ମହୁ ମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବାଳକ ଜଣକ ପାଲାକା ସମ୍ବା। ପାଲାକାର ବୟସ ୧୨ ବର୍ଷ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.