ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁଜଙ୍ଗ ଆରଆଇ

 

ପାରାଦୀପ: ଜଗତସିଂହପୁର  ଜିଲ୍ଲା କୁଜଙ୍ଗ ବ୍ଲକ୍‌ର କୁଜଙ୍ଗ  ଆରଆଇ  ସୁବାସ ଚନ୍ଦ୍ର ନାୟକ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଶ୍ରୀ ନାୟକ  ଏକ ଦାଖଲ ଖାରଜ ମାମଲା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିବା ସହିତ ରାସାୟନିକ ପ୍ରଲେପ ବୋଳା  ଟଙ୍କା ଜବତ କରିଥିଲେ।

ସମ୍ବନ୍ଧିତ ଖବର