ଢେଙ୍କାନାଳ : ବେଆଇନ ପଥର ଖାଦାନ ଉପରେ ଚଢଉ, ଟ୍ରାକ୍ଟର ଜବତ

ଢେଙ୍କାନାଳ : ସଦର ତହସିଲ ପରିଖେଦା ବେଆଇନ ପଥର ଖାଦାନରୁ ଚୋରାରେ ପଥର ଚାଲାଣ ହେଉଥିବା ଖବର ପାଇ ସଦର ତହସିଲଦାର ଲକ୍ଷ୍ମୀଧର ରାଉତ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ାଉ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚୋରା ଚାଲାଣକାରୀମାନେ ନିଜ ନିଜର ପଥର ବୋଝେଇ ଟ୍ରାକ୍ଟର ଧରି ପଳାଉଥିବା ବେଳେ ତାହା ଓଲଟି ଯାଇ ଥିଲା । ତହସିଲଦାର ସମ୍ପୃକ୍ତ ଟ୍ରାକଟରକୁ ଜବତ କରି ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି ।

 

 

ସମ୍ବନ୍ଧିତ ଖବର